STORYMIRROR

Priyanaka daya Kari nema kyha

Romance Classics Thriller

3  

Priyanaka daya Kari nema kyha

Romance Classics Thriller

ସୀତା ସ୍ୱୟଂମ୍ୱର

ସୀତା ସ୍ୱୟଂମ୍ୱର

1 min
157


ଧୀରେ ଧୀରେ ପଢ଼ ଏହି ବାଣୀ

ଏ  ରାମାୟଣ ନୁହଇ କାହାଣୀ

କହଇ ଏବେ ମିଥିଳା ଅଭିଯାନ ରାମ

ଲକ୍ଷ୍ମଣ ସହ ସଂଗେ ରୁଷି ଗଣ ।



ପ୍ରତିଦିନ ମାତା ଦେବୀଙ୍କୁ କରନ୍ତି ଆରାଧନା

ଅଟନ୍ତି ସେମହାଦେବ ଙ୍କ ଗୃହିଣୀ ନାମ ଉମା

ସେ ଚିର କୁମାରୀ ଯାହାକୁ ପୂଜା ପାଇଁ ସୀତା

ସଖି ସହ ମାଗନ୍ତି ଜୀବନର ସାଥି ।



ମାତା ଙ୍କ ଦର୍ଶନ ବେଳେ ଦେଖିଲେ ସୀତା

ଦୁଇ ଭ୍ରାତା ଜଳୁଛନ୍ତି ସୁଯ୍ୟ ଓ ଚଦ୍ର ପରି

ଏହି ପରି ମାଆ ମିଳନ୍ତା କି କ୍ଲାନ୍ତ

ସୀତା ରଖିଲେ ମାନସ ।


ମନ କଥା କୁ ମନେ ରଖି ଆଗକୁ ଆଗକୁ 

ଉଭୟ ଚାଲନ୍ତି ଆସି ପ୍ରବେସିଲେ ରାଜ ଦରବାରରେ

ସମସ୍ତ  ରାଜ କୁମାର  ଆସିଛନ୍ତି ବାରେ ।





ହାତରେ ଧରି  ପୁଷ୍ପ ମାଳ ସୀତା  ଦେବି

ଆସି ପହଁଚିଲେ ରାଜ ଦରବାର

ଦେଖି  ରାଜ କୁମାର ସୀତାଙ୍କ

ରୂପରେ ହେଲେ ଅଧୀର ।




ସୀତା   ଦେବି  ତ ଆତ୍ମାରେ ସାଇତି

ସାରି ଥିଲେ  ସେ କୁମାର

ଯାହାକୁ ଦେବି ପିଠେ  ଦେଖି  ଥିଲେ

ଏକ  ବାର ଆଉ  କି ଦରକାର ।





ବୋଲନ୍ତି ସଖି ଭଗ୍ନୀ ଦେଖ ବାରେ 

ଉଠାଇ    ସେହି ଚାହାଣି

ଅଛନ୍ତି ଦିବ୍ୟ ମାନ  ସେହି ରାଜ କୁମାର

ସ୍ୱୟଂମ୍ବର ରେ ତୁମର ।



                


Rate this content
Log in

Similar oriya poem from Romance