STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଶୁଖିଲା ହସ

ଶୁଖିଲା ହସ

1 min
184

କିଆଁ ହସୁଅଛ ଉଚ୍ଚାଟ

ଭରା ଶୁଖିଲା ହସ

ନାହିଁ ତ ସେଥିରେ

ଟିକିଏ ସରସ

ରହିଛି ସେଥିରେ 

ଅବା କି ଗୂଢ ରହସ୍ୟ

ହସରୁ ଝରଇ ପରା

ମୁକୁତା

ଜାଣିନାହଁ କି ତୁମେ

ଏଇ ସରଳ କଥା

ଶୁଖିଲା ହସରେ 

କରନି କାହାକୁ ସ୍ବାଗତ

ଜାଣିଯିବେ ସବୁ ତୁମ

ଛଳ

ହଜାଇ ଦେବ ତୁମେ

ବିଶ୍ୱାସ

ଛଳନାରେ ତୁମେ ହସିଲେ

ଜିଣି ପାରିବନି ଏ ଜଗତ

ନିଜକୁ ନିଜେ କଲେ

ସଂଜତ

ଏ ଦୁନିଆ ଖୋଲିଦେବ

ନାଲି ଓଠରେ ମୁରୁକି

ହସ

ଵଢାଇ ଦେଵେ ସର୍ଵେ

ସାହାଯ୍ୟର ହାତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational