STORYMIRROR

Arun Kumar Mitra

Inspirational

3  

Arun Kumar Mitra

Inspirational

ଶ୍ରମିକ ଦିବସ

ଶ୍ରମିକ ଦିବସ

1 min
13.6K


ସେମାନେ କରନ୍ତି କାମ

ଘର୍ମାକ୍ତ କଳେବରେ

ଣସ୍ଯ କ୍ଷେତରେ, କେବେ ସୁରାଟ୍ ନଗରେ

ଦାଦନ ଶ୍ରମିକ, ହିସାବରେ।

ଦିବାରାତ୍ରି ହାଡ଼ଭଙ୍ଗା ଖଟଣି ତାଙ୍କ

ଶିଳ୍ପ କାରଖାନାରେ

ଖଣି ଖାଦାନ, ରାଜରାସ୍ତାର ଉପରେ

ତୁମର ଆମର ଘରେ,

ଦ୍ବିମୁଠା ଅନ୍ନ ଲାଗି ଦୁଇ ଅଳି

ପଡନ୍ତି ବନ୍ଧା ବାବୁଙ୍କର ଦ୍ଵାରେ।



ଶ୍ରମିକ ଭାଇମାନଙ୍କୁ ଶ୍ରମିକ ଦିବସର ହାର୍ଦିକ ଶୁଭକାମନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational