STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଶ୍ରେଷ୍ଠବୋଲି

ଶ୍ରେଷ୍ଠବୋଲି

1 min
175

ଶ୍ରେଷ୍ଠତ୍ୱର ଦ୍ୱାହିଦେଇ

ଏ ସ୍ଵାର୍ଥସର୍ବସ୍ବ ମଣିଷଟା

କେତେଦିନ ଆଉ ଧ୍ବଂସଭିମୁଖୀ ହେବ

ଜଙ୍ଗଲ କାଟିବ

ସ୍ୱାର୍ଥସାଧନ ପାଇଁ କଣ ଯେ ସେ ନକରେ

ଶ୍ରେଷ୍ଠତ୍ୱର ଦ୍ୱାହିଦେଇ ମାନବ

ବଡଳରେ କାହିଁକି ସେ ଦାନବ ସାଜେ

ପ୍ରକୃତି ରାଣୀକୁ ହସିବାକୁ ଦିଏ ନି

ଏଥିପାଇଁ ତ  ପ୍ରକୃତି ତାର

ଭାରସାମ୍ୟ ହରେଇଦେଇଛି

ଶ୍ରେଷ୍ଠ  ବୋଲି ସୁନ୍ଦର ପୃଥିବୀର ସୁପରିକଳ୍ପନା ନାହିଁ 

ତାର  ହୃଦୟରେ ରକ୍ଷଣ ବଦଳରେ ଭକ୍ଷଣ 

ଧର୍ମ  ତାର ପାଲଟି ଗଲାଣି ଶ୍ରେଷ୍ଠ ବୋଲି  

ଆଜି ସେ ବିପଥଗାମୀ ଶ୍ରେଷ୍ଠବୋଲି

ନିଜର ସ୍ୱାର୍ଥସାଧନ ପାଇଁ କଣ ଯେ 

ସେ  କରେ ନିଜେନିଜର

ଧ୍ବଂସର କାରଣ ନିଜେ ହିଁ ପାଲଟେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

ମିଳନ

ମିଳନ

2 mins ପଢ଼ନ୍ତୁ

Similar oriya poem from Inspirational