STORYMIRROR

Sudhashree Bhattamisra

Tragedy

3  

Sudhashree Bhattamisra

Tragedy

ଶ୍ରାବଣ

ଶ୍ରାବଣ

1 min
207

ମୋ ପାଇଁ ଜହ୍ନ ରାତି ବି ବୈଶାଖ ମଧ୍ୟାହ୍ନ

ଶୀତ ସକାଳ ବି ବୈଶାଖ ମଧ୍ୟାହ୍ନ

ମୋ ପାଇଁ ସବୁ ଋତୁ ବୈଶାଖ ମଧ୍ୟାହ୍ନ

ମୋ ଜୀବନେ କେବେ ବି

ଆସୁନି ଶ୍ରାବଣ

ଦିଗନ୍ତ ବିସ୍ତାରି ବ୍ୟାପକ ଜୀବନଟା

ଦିଗହଜା

କାହିଁକି ଯେ ଲାଗେ

ନୈରାଶ୍ୟର କଥା ଲେଖେ

କାହିଁକି ଯେ ନୈରାଶ୍ୟର

ଅମା ଅନ୍ଧକାର ଘୋଟେ

ବାଦଲ ଢାଙ୍କିଛି

ନିଶ୍ଚେ ଅପସରିଯିବ ଦୁଃଖ ମୋର

ନୂଆ ସୁରୁଜ ଉଇଁବ ହିଁ ଉଇଁବ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Tragedy