STORYMIRROR

Pramila Sahoo

Inspirational Others

2  

Pramila Sahoo

Inspirational Others

ଶଙ୍ଖା ସିନ୍ଦୂର

ଶଙ୍ଖା ସିନ୍ଦୂର

1 min
14.2K


ନାରୀ ପାଇଁ ବହୁ ମୂଲ୍ୟ ଶଙ୍ଖା, ସିନ୍ଦୂର

ସମାଜରେ ମିଳେ ନୂଆ ପରିଚୟ

ଟୋପାଏ ସିନ୍ଦୂର ଆଉ ଦୁଇପଟ ଶଙ୍ଖା

ଆରମ୍ଭ କରେ ସେ ସମ୍ପର୍କ ନୂଆ

ଭୁଲି ଯାଏ ନିଜ ଘର ଅଗଣା

ବାପ ଘରକୁ ଛାଡି ଆସେ ଶାଶୁଘର

ଆଖିରୁ ଝରୁଥାଏ ସଭିଙ୍କର ଲୁହ

ବାପା ,ମା, ଭାଇ ,ବନ୍ଧୁ ଛାଡି

ଶାଶୁଘରକୁ କରେ ମନ୍ଦିର ପରି

ପାଦରେ ଅଳତା ଦେହରେ ନାଲି ଶାଢ଼ୀ

ସତେ କି ଦେବୀ ମା’ ପରି

ଶାଶୁ ଓ ଶଶୁର ତାହା ପାଇଁ ଦେବତା ସଦୃଶ

ଛୋଟ ପିଲା କୁ କରେ ସ୍ନେହ ଶରଧା

ନାରୀ ପାଇଁ ଏ ସବୁ ଲୋଡ଼ା

ପରିବାର ସବୁଠାରୁ ମୂଲ୍ୟବାନ ଗହଣା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational