STORYMIRROR

Liza Senapati

Inspirational

3  

Liza Senapati

Inspirational

ଶିଶୁ

ଶିଶୁ

1 min
204

ଶିଶୁ ନୁହେଁ ସେତ 

ଦେଶର ଆଲୋକ,

ସମାଜ ର ବଗିଚାରେ

ସୁକୁମାର ଫୁଲ କଢ ।

ଶିଶୁ ଟିଏ ସେତ 

ନିରାଶାର ଅଦ୍ଧକାରେ,

ଆଶାର ଛୋଟ ଝଲକ ।

କୋମଳ ଏ ଶିଶୁ 

ମୋ ଦେଶର ଭବିଷ୍ୟତ ।

ସୁନାର ମୋ ମାଟିରେ,

ଲାଗିଚି କା ନଜର ।

ଶିଶୁ ଆଜି ଅଦ୍ଧକାରେ,

ସରକାର ସୁଅନ୍ତି ଶାନ୍ତିରେ ।

ଶିକ୍ଷା ଆଜି ଧନୀର ଧନ

ଗରିବର ଶିଶୁ ,

ନାହିଁ କାହାର ଧ୍ୟାନ ।

କୋମଳ ଶିଶୁ ବଳି ପଡ଼ିଚି

ରାଜନୀତିର ନିଆଁରେ ।

ଚାଲନ୍ତୁ ସଭିଏଁ ଏକ ହେଇ,

ଦେଶକୁ ଦେଵା ଵଦଳାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Inspirational