STORYMIRROR

Reeta aparajeeta Mohanty

Inspirational

2  

Reeta aparajeeta Mohanty

Inspirational

ଶିକ୍ଷକ -ରୀତା ଅପରlଜିତା ମହାନ୍ତି

ଶିକ୍ଷକ -ରୀତା ଅପରlଜିତା ମହାନ୍ତି

1 min
99

ଶିକ୍ଷକ ଆମକୁ ଜ୍ଞାନର ଜ୍ୟୋତି

ଢାଳିଦିଅନ୍ତି ସେ କିରଣ ପାଇ

ଆମେ ହେଉ ଭଲ ମଣିଷ।

ଶାସ୍ତ୍ରରେ ଗୁରୁର ସ୍ଥାନ 

ଭଗବାନଙ୍କଠୁ ଉଚ୍ଚା କୁହାଯାଇଛି

ଗୁରୁଙ୍କୁ ନ ମଣିବ ନର 

ଗୁରୁ ହିଁ ସାକ୍ଷାତ ଈଶ୍ୱର

ସ୍କୁଲ କଲେଜ ଗୁରୁକୂଳ 

ନାଁ ଭିନ୍ନ ହେଇପାରେ

ଶିକ୍ଷକର ଦାୟିତ୍ୱ

କେବେ କମ ହୁଏନି।

ଅନ ଲାଇନ ହେଉ ବା ଶ୍ରେଣୀ ଗୃହରେ

ଶିକ୍ଷକ ସବୁବେଳେ ବାଣ୍ଟି ଚାଲେ ବିଦ୍ୟାର

ମହାଦାନ।

ସେହିପରି ପ୍ରତ୍ୟେକ ମହାନ ଶିକ୍ଷକଙ୍କୁ 

ଅପରlଜିତାର ନମନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational