STORYMIRROR

ଵଳରାମ ତରାଈ

Inspirational

3  

ଵଳରାମ ତରାଈ

Inspirational

ଶିକ୍ଷା ଆଉ ଧନ

ଶିକ୍ଷା ଆଉ ଧନ

1 min
257


ଶିକ୍ଷା ହିଁ ଜୀବନ ଶିକ୍ଷା ହିଁ ଧନ

ଶିକ୍ଷାରୁ କେ ନବ ଭାଗ


ବିଦ୍ୟା ଅଟଇ ପରା ମହାଧନ

ବାଳକେ କର ଉପାର୍ଜନ

ଧନୀ ପୂଜା ପାଏ ଆପଣ ଦେଶରେ

ବିଦ୍ୟାକୁ କର ଅର୍ଜନ


ବିଦ୍ୟା ପୂଜା ପାଏ ଦେଶବିଦେଶରେ


ଧନ ପାଇଁ ଯାହା କାହାର ଜୀବନ

କରେ ମାନ ହୀନିମାନ


ଧନରେ ଅତି ଲୋଭରୁ ମୃତ୍ୟୁ ହେବ

ବିଦ୍ୟା ଆମକୁ ବୁଦ୍ଧି ଦେବ


ଜ୍ଞାନ ଥିଲେ ହେବା ଆମେ ଜ୍ଞାନୀ

ଧନ ଥିଲେ ହେବା ଧନୀ


ଶିକ୍ଷାରେ ଦିଅ ସବୁ ମନ ପ୍ରାଣ

ମିଳିବ ଆମକୁ ସମ୍ମାନ


ଶିକ୍ଷା ଥିଲା ବୁଦ୍ଧି ହେବ ବଡ ହେବା

ଦୁନିଆରେ ହେବା ବଡ


ବୁଦ୍ଧି ବିଦ୍ୟା ଜ୍ଞାନ ଥିଲେ ଭଲ କବି

ରହିବ ଆମ ଇତିହାସ


ଶିକ୍ଷାରେ ନକଲେ ଅବହେଳା

ବୁଡିବନି ଆମ ଭେଳା


ଧନ ବୁଦ୍ଧି ହୁଏ ଆମରି ଭିତରେ

ଶିକ୍ଷା ଦେଶ ବିଦେଶରେ

ବିଦ୍ୟା ବୁଦ୍ଧି ସବୁଠୁ ବଡ ବିଦ୍ୟା

ବୁଦ୍ଧି ପାଇ ବିଦ୍ୟାଳୟରେ


ଧନ ନେଇ କଣ କରିବ ତାକୁ

ବିଦ୍ୟା ରହିବ ଜିବନ ସାଥିରେ


ଧନ କିଛି କ୍ଷଣସ୍ଥାୟୀ ଅଟେ

ଆଜି ଥିବ କାଲିକି ନଥିବ


ଧନ ନୁହେଁ ବିଦ୍ୟା ସହ ସମାନ ଜାଣ

କାଳକାଳକୁ କଥା ଅଛି ଜାଣ


ଜ୍ଞାନ ଥିଲେତୋର ପାଶେ ସମସ୍ତ

ବସିବେ ତୋର ଆଖପାଖେ


ଶିକ୍ଷାକୁ ଯିଏ ନିନ୍ଦା କରେ

ତାକୁ ଝୁରୁ ସେ ମରେ


ଶିକ୍ଷା ନଥିଲେ ଜୀବନ ମାନେ ନାହିଁ

ଦୁନିଆରେ କେହି ଚିହ୍ନି ବେ ନାହିଁ


ଧନ ସହ ଜ୍ଞାନ ସାମାନ ନାହିଁ

ଶିକ୍ଷା ସହ ଧନ ସମାନ ନାହିଁ

ବୁଦ୍ଧି ସହ ଧନ ସମାନ ନାହିଁ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational