STORYMIRROR

Dipti lekha Mishra

Romance

2  

Dipti lekha Mishra

Romance

ସହିବା ଅସମ୍ଭବ

ସହିବା ଅସମ୍ଭବ

1 min
144

ଦିନ ଥିଲା ତୁମେ ମୋତେ ବହୂତ

ଭଲ ପାଈବା ଦେଉଥିଲ

ଦେହ ଖରାପ ହେଲେ ମୋ

ଦେହକୁ ଆଉଁସି ଦେଉଥିଲ ।


ହେଲେ ଆଜି ତମର ବା କଣ ହୋଇଛି

ମୁଁ କାରଣ ଖୋଜିପାଉନି କି

ତୁମ ଅତୀତ ସ୍ମୄୄୄୄୄୄତି ଭୂଲିପାରୁନି

ଯାହା ଝୂରି ଝୂରି ମରୁଛି ସତ ।


ବଂଚି ଥାଉ ଥାଉ ଆଜି ମୁଁ ମୄୄୄୄୄୄତ

ମରି ମରି ଜିଇଁବା ଅପେକ୍ଷା ତୁମେ

ତୁମ ହାତରେ ମାରିଦିଅନ୍ତ କି

ପ୍ରତାରଣା କଷ୍ଟ ଆଉ ପାଈନଥାନ୍ତି ।


ତୁମ ଭଲପାଈବା ଉପରେ ମୋର

ଢେର ବିଶ୍ବାସ ରହିଥିଲା ଏ ଯାବତ

ହେଲେ ଆଜି ଜାଣିଗଲି ତୁମେ ସତେ

କେତେ ନିଷ୍ଠୁର ଆଉ ନିର୍ଦୟ ଜୀବ ।


ପଶୁ କି ପକ୍ଷୀ ଜନ୍ମ ଲଭିଥିଲେ

ହୂଏତ ଭଲ ହୋଇଥାନ୍ତା

ହେଲେ ତୁମ ସହ ଛନ୍ଦି ହୋଇ

ନିତି ଜଳୁଛି ପ୍ରତାରଣା ନିଆଁ ରେ ।


Rate this content
Log in

Similar oriya poem from Romance