STORYMIRROR

Brundabana Pradhan

Romance

3  

Brundabana Pradhan

Romance

ସେ ଓ ମୁଁ

ସେ ଓ ମୁଁ

1 min
333

ସେ 

ଶାଢୀ 

ପାଇଁକି 

ବାରମ୍ବାର 

କହିଚାଳିବ 

ମୁଁ ଶୁଣିଚାଳିବି 

ଏମିତି ସେ କହୁଥିବ 

ଇତିହାସ ସେ ଗାଉଥିବ 

ପ୍ରତିଶୋଧ ଅଗ୍ନି ବର୍ଷୁଥିବ 

ମୋର ଉପରେ ଏକା ଏକା 

ସେ ଅଗ୍ନିରେ ଜଳୁଥିବି 

କହି ପାରେନା କିଛି 

ଦୁଃଖରେ ଭାସିବି 

ଏକେଲା ହୋଇ

ନିର୍ଜନରେ 

ତାପାଇଁ 

ଏକା 

ମୁଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance