STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ସ୍ୱର୍ଣ୍ଣାକ୍ଷର

ସ୍ୱର୍ଣ୍ଣାକ୍ଷର

1 min
165

ମୁଁ ପଢ଼ିଛି ତମର ସେ ଛାତିଥରା କାହାଣୀ

ମୁଁ ଗଢିଛି ତୁମର ସେ ଅଧା ଗଢ଼ା ମହଲକୁ

ମୁଁ ଲେଖିଛି ଅମର ଅକ୍ଷର ସ୍ୱର୍ଣ୍ଣାକ୍ଷର

ତୁମର ସେ ଲିପିବଦ୍ଧ

କାହାଣୀକୁ

ସ୍ୱପ୍ନ ଏଠି ସଉଦା

ବିନିମୟ ହୁଏ

ଜୀବନ ଗୋଟେ

ଖେଳଘର ପ୍ରହସନ

ଖେଳ ପଡିଆ

ମତେ ହିଁ ମୋ ଠିକଣା

ଅଜଣା

ବାଟୋଇ ମୁଁ ବାଟବଣା

କିନ୍ତୁ ପହଞ୍ଚିବି

ଲକ୍ଷ୍ୟସ୍ଥଳୀ ଗନ୍ତବ୍ୟସ୍ଥଳୀ

ଏହି ମୋର ଅଭିଳାଷ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Inspirational