STORYMIRROR

Liza Senapati

Tragedy Fantasy

2  

Liza Senapati

Tragedy Fantasy

ସ୍ୱପ୍ନ

ସ୍ୱପ୍ନ

1 min
207

ତୁମେ ଆସିଥିଲ,

ସବୁ ନୀରବତା କୁ ଭାଗିଂ,

ବେଖାତିର କରି କୋଳାହଳକୁ,

ରଙ୍ଗିନ ସ୍ୱପ୍ନ ଟିଏ ହୋଇ।

କୁଆଡେ ଗଲ ଫେରିଆସ,

ଅପେକ୍ଷା ଲରେ ମୋର ଆଜି ବି ତୁମେ।

ଟିପି ଟିପି ବର୍ଷା ରେ କାଗଜ ଡ଼ଙ୍ଗା,

ପବନରେ ଭାସି ଆସୁଥିବା କୋଇଲିର ସ୍ୱର,

ନଇ କୂଳରେ ବିତେଇଥିବା ସମୟ,

ଆଖିରେ ଛଳ ଛଳ ହେଇ ନାଚି ଉଠେ।

ଏଇ ସ୍ୱପ୍ନ ତୁମେ ଫେରିବାର 

କେବେ କଣ ସତ ହବ,

ଏ ସମୟ ପଛକୁ ଫେରନ୍ତାକି,

ସେ ଦିନ ସବୁ ଲେଉଟି ଆସନ୍ତାକି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Tragedy