STORYMIRROR

TAPAS RAYSINGH

Inspirational Others

3  

TAPAS RAYSINGH

Inspirational Others

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

1 min
204


ଶୁଣ ଶୁଣ ସୁଜନେ ଦେଇ ମନ 

କର୍ଣ୍ଣ ଦଳିତ ଓଡ଼ିଆ ଝିଅର 

ଗାରିମା ଶୁଣ ହେ ସୁଜନେ...!!


ଓଡ଼ିଶା ରାଇଜ ମୟୁରଭଞ୍ଜ ଜିଲ୍ଲାର 

ରାଇରଙ୍ଗପୁର ବଣ ପର୍ବତ ଘେରା 

ଛୋଟିଆ ଗାଁର ସେ କନିଆଁ...!!


ଶିକ୍ଷ୍ୟା ଲାଭକରି ଶିକ୍ଷୟତ୍ରୀ ହୋଇ 

ଲେ ଶିକ୍ଷ୍ୟା ଦାନ ପାଇଁ ଜୀବନ ଯାତ୍ରା 

ରେ ଆଗେଇ ଚାଲିଲେ....!!


ଜନ୍ ସେବାରେ ହୋଇ ଉତ୍ସର୍ଗ ଭାବିଥିଲେ 

ସେ ମାନବ ସେବା ମାଧବ ସେବା 

ସେ ଜାଣ ହେ ସୁଜନେ...!!


ହୋଇଲେ ବିଧାଇକା ପୁଣି ହେଲେ 

ସେ ମନ୍ତ୍ରୀ ଆଉ ପୁଣି ଥିଲେ ସେ 

ରାଜ୍ୟପାଳ ପଥ କଣ୍ଟକିତ ସଫଳ 

ସେ ଯାତ୍ରୀ ଜାଣ ସୁଜନେ...!!


ସୁକର୍ମେ ସୁଫଳ ହେଇଛି ପ୍ରାପ୍ତି 

ହୋଇଲେ ଭାରତର ସେ ପନ୍ଦର 

ତମ ରାଷ୍ଟ୍ରପତି....!!


ଆମ ଓଡ଼ିଶାର ବଣମଲି ସେ ଯେ 

ଫୁଟିଲା ମୟୁରଭଞ୍ଜରେ ବାସିଲେ 

ପ୍ରଦେସେ ମହକିଉଠିଲା ଦିଲ୍ଲୀରୁ 

ପଲି ଶୁଣ ସୁଜନେ....!!


ପଲିରୁ ସହର କମ୍ପିତ ହୋଇଲା 

ଓଡ଼ିଶାର ମାନ ଗୌରବ ଭାରତେ 

ବଢିଲା.. ଶୁଭିଲା ....


ଓଡ଼ିଆର ମାନ ଗୌରବ ଭାରତେ 

ବଢିଲା ଏଇ ତ ଓଡ଼ିଶା ମାଟିର 

ଗୌରବ ଜାଣ ହେ ସୁଜନେ...!!






Rate this content
Log in

Similar oriya poem from Inspirational