STORYMIRROR

TAPAS RAYSINGH

Children Stories Inspirational Others

3  

TAPAS RAYSINGH

Children Stories Inspirational Others

ମୋ ବୋଉର ପଣତ କାନି

ମୋ ବୋଉର ପଣତ କାନି

1 min
125

ବୋଉ ଶବ୍ଦ ସିନା ଅଟଇ ସହଜ 

  ବୁଝିବା ଯେ ଭାରି କଷ୍ଟ

ବୋଉ ଶବ୍ଦକୁ ଯିଏ ବୁଝିଥାଏ

   ସିଏ ହିଁ ଅଟେ ଶ୍ରେଷ୍ଠ ।


ବୋଉ ତୋ ପଣତ ସ୍ନେହ ମମତାର

ଅସରନ୍ତି ଭଣ୍ଡାର 

ଯେବେ କ୍ଷତ ମୋର ହୋଇଲେ 

   ବହୁ କଷ୍ଟ ତତେ ହୁଏ।


ତୋ ପଣତେ ଯେବେ ଝାଡି ଦେଉ

 ମୋତେ ସବୁ କଷ୍ଟ ଯାଏ ଛାଡ଼ି

   ସବୁ କଷ୍ଟ ଯାଏ ଛାଡ଼ି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍