STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ରାମରାଜ୍ୟ

ରାମରାଜ୍ୟ

1 min
37


ଫେରି ଆସିବ

କପୋଳ କଳ୍ପିତ

  ରାମରାଜ୍ୟ

ଚଉଦିଗେ ଉଡିବ

ମର୍ଯ୍ୟାଦା ପୁରୁଷ

ଶ୍ରୀରାମଙ୍କ ନେତ

କୋଳାହଳରେ ସରୋଜୁ

ହୋଇବ ପ୍ରକମ୍ପିତ

ଦର୍ଶନ ଲୋଭିବେ

ଶତ ଶତ ଦର୍ଶକ

ଖୁଲି ଖିଲି ହୋଇ ହସି 

ଉଠିବ ଅଯୋଧ୍ୟା ନଗର

ହୋଇବ କପିଗଣଙ୍କ

   ସମାବେଶ

ମୁଖରିତ ହୋଇଵ

ସରୋଜୁର ତଟ

ରାମ ରାମ ଡାକରେ

ହୋଇବ ପ୍ରକମ୍ପିତ

ଫେରିବ ତେତ୍ରୟା ଯୁଗ

ହୋଇବ ଅନ୍ୟାୟ ରୂପି

ରାବଣର ଵିନାଶ

ହୋଇବ ସତ୍ୟର ଜୟ

ସବୁରି ମୁଖରେ

ରାମନାମର ଆଲ୍ଲାଦ

ହୋଇବ ଉଚ୍ଚାରିତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational