STORYMIRROR

Manash ranjan Pattanayak

Tragedy

3  

Manash ranjan Pattanayak

Tragedy

ରାଗ ରୋଷ

ରାଗ ରୋଷ

1 min
262


ରାଗ ରୋଷ ମୋର ମିଳେଇ ଗଲାଣି 

     ଚାଲିଗଲା ପ୍ରିୟା ଦୂରେ

ତଥାପି ମୁଁ ବସି ତାହାରି ସ୍ତୁତିକୁ 

      ନିତି ଝୁରି ଏଠି ମରେ

ମାରିଦେବା ଯଦି ତା ମନରେ ଥିଲା

     ପ୍ରେମ କଲା କାହିଁ ପାଇଁ 

କହିଦିଅ ସର୍ବେ ମୋ ଜୁଈ ଜଳିବ

     ଥରେ ଦେବ ଆସି ଚାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy