Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Romance Classics Fantasy

4  

Raja Sekhar CH V

Romance Classics Fantasy

ପୂର୍ଣ୍ଣଚନ୍ଦ୍ର

ପୂର୍ଣ୍ଣଚନ୍ଦ୍ର

1 min
207



ମୁଁ ହେଲି ନାମ ମାତ୍ର ପାଇଁ ପୂର୍ଣ୍ଣଚନ୍ଦ୍ର,

ମୋର ଚାରୁ ଚନ୍ଦ୍ରିକା ହେଲ ତ ତୁମେ,

ଗଗନରେ ତାରାଙ୍କର କଣ ପ୍ରୟୋଜନ,

ଯଦି ତୁମ ସାମୀପ୍ୟ ନାହିଁ ମୋ ପାଖେରେ |୧|


ପୁନେଇ ରାତିରେ ଦିଶେ ଶୀତଳ ପ୍ରକାଶ,

ତୁମ ବିନା ମୁଁ ଦେଖୁଥାଏ ରୂପେଲି ଆକାଶ,

ଜୀବନରେ ନବଯୌବନ କରିଲା ପ୍ରବେଶ,

ଶୀଘ୍ର ଶୀଘ୍ର କର ମୋତେ ତୁମେ ପରବଶ |୨|


ପାଇଛ ତୁମେ କେତେ ସୁନ୍ଦର ଚନ୍ଦ୍ରବଦନ,

ଆଭା ପ୍ରଭା ଯାହା ପୂର୍ଣ୍ଣଚନ୍ଦ୍ରଙ୍କର ଅବଦାନ,

ସ୍ଵୀକାର କର ମୋ ଅନୁରାଗର ଆବେଦନ,

ତୁମେ ଜାଣିଛ ମୋ ମନୋବାଞ୍ଛାର ସମାଧାନ |୩|



Rate this content
Log in

Similar oriya poem from Romance