Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Children

3.4  

Durjyodhan Barik

Children

ପୁନେଇଁ ଜହ୍ନ

ପୁନେଇଁ ଜହ୍ନ

1 min
261


ଶରଦ ପୂର୍ଣ୍ଣିମା ନିର୍ମଳ ଜହ୍ନ,

ଖେଳିବି ତା ସଙ୍ଗେ ହେଉଛି ମନ।


ଗଗନ ରାଇଜେ କୁମାର ଶଶୀ,

ଶୁଭ୍ର ଆଭା ଧାରେ ଦିଏ ସେ ହସି ।

ଦିବସରେ କିମ୍ପା ଗୋପନେ ଥାଏ,

ସଞ୍ଜ ନଇଁଗଲେ ଛଇ ଦେଖାଏ ।


କହିବକି କେହି ତାର ଠିକଣା

ଅମା ରଜନୀ ରେ ହୁଏ ସେ ବଣା ।

ଠିକଣା ଜାଣିଲେ ଖୋଜି ଆଣିବି

ସୁନା କୁଲେଇରେ ରଖି ଖେଳିବି ।


Rate this content
Log in

Similar oriya poem from Children