STORYMIRROR

Gouttam kachim

Romance

3  

Gouttam kachim

Romance

ପତି ପତ୍ନୀ

ପତି ପତ୍ନୀ

1 min
205

ବାଳୁତ ପରେ ଶୈଶବଶୈଶବ,

ଶୈଶବ ପରେ କୈଶୋର,

କୈଶୋର ପରେ ଯୁବକ,

ଯୁବାବସ୍ଥାରେ ପାଦ ଥାପିଲେ,

ପିତା ମାତା ଏବଂ ବନ୍ଧୁ ସହୋଦର,

ସାମାଜିକ ରୀତି ନୀତି ପ୍ରକାରେ,

ଦୁଇଟି ଅଜଣା ଅଚିହ୍ନା ପୁଅ ଝିଅଙ୍କୁ,

ବିବାହ ବନ୍ଧନରେ ବାନ୍ଧି ଦିଅନ୍ତି,

ଅଥବା ଅଧୁନା ଦୁଇ ପୁଅ ଝିଅଙ୍କ,

ମନର ମିଳନ ,ପସନ୍ଦରେ ,

ପ୍ରେମ ବିବାହ କରନ୍ତି,

ଏବଂ ପତି ପତ୍ନୀ ହୋଇ,

ହସ ଖୁସିରେ ଜୀବନ ଜିଅନ୍ତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance