STORYMIRROR

Gangotri Priyadarshini

Tragedy Fantasy

3  

Gangotri Priyadarshini

Tragedy Fantasy

ପ୍ରତିବେଶୀ ନା ପ୍ରତିଦ୍ବନ୍ଦୀ

ପ୍ରତିବେଶୀ ନା ପ୍ରତିଦ୍ବନ୍ଦୀ

1 min
168


କେତେ ସହଜ ରେ କହିଦେଲ

ମୁଁ ତୁମ ପ୍ରତିବେଶୀ ନୁହଁ

ପ୍ରତିଦ୍ବନ୍ଦୀ ବୋଲି

ଚୁପଚାପ୍ ସମ୍ପର୍କ ଗଣ୍ଠି ଛିଣ୍ଡେଇ ବାର ମସୁଧା

କି ସ୍ବାର୍ଥ ପାଇଁ କରିବି

ତୁମ ପାଇଁ ସମ୍ପର୍କ ।

ଭାଗ ମାପ ରେ ତଉଲା

ପ୍ରେମ ରେ କଣ ମିଶେଇ ଦେଲ ଯେ 

ସ୍ଵାଦ ଟା ପାଣିଚିଆ ଏକବାରେ

ବିଶ୍ୱାସ ତ ଥିଲା ।

ତୁମେ ବି ବାକ୍ୟବାଣ ରେ

କ୍ଷତାକ୍ତ କରିବନି ବୋଲି

ଭଲ ହେଲା ।

ମୋତେ ମାେ ଜାଗା ଦେଖେଇ ଦେଲ

ସ୍ୱାଭାବିକ ଦୁରତ୍ଵ 

ସମ୍ପର୍କ ର ସତ୍ୟତା

ବୁଝେଇ ଦେଲା ବିନା ବାକ୍ୟବ୍ୟୟରେ

ହୃଦୟେ ରହିବ ।

ପ୍ରତିବେଶୀ ରୂପ

ପ୍ରତିଦ୍ବନ୍ଦୀ ହେବାର ଆସ୍ପର୍ବ୍ବା

ନଥିଲା କି ନଥିବ

ଉଜ୍ଜ୍ଜଳମୟ ଭବିଷ୍ୟତ

ତୁମକୁ ହିଁ ପ୍ରାପ୍ତ ହେଉ !



Rate this content
Log in

Similar oriya poem from Tragedy