STORYMIRROR

Bijayalaxmi Acharya

Inspirational

2  

Bijayalaxmi Acharya

Inspirational

ପ୍ରତିବାଦ

ପ୍ରତିବାଦ

1 min
13.6K


ଯଦି ସେଦିନ ଅହଲ୍ୟା

ଛଦ୍ମ ବେଶୀ ଇନ୍ଦ୍ରକୁ ହତ୍ୟାକରି ଥାନ୍ତ

ଗୌତମଙ୍କ ଅଭିଶାପ ଆଗରୁ

ତାଙ୍କୁ ଛ।ଡ଼ପତ୍ର ଦେଇଥାନ୍ତ,

ସେଦିନ ଦୌପଦୀ ବାଣ୍ଟି ନଥାନ୍ତେ

ନିିିଜ ଦେହକୁ କୁନ୍ତୀଙ୍କ କଥାରେ

ପାଞ୍ଚ ଭାଇଙ୍କ ଭିତର||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational