STORYMIRROR

subhasree rout

Romance

3  

subhasree rout

Romance

ପ୍ରଥମ ସ୍ପର୍ଶ

ପ୍ରଥମ ସ୍ପର୍ଶ

1 min
134

ସେଇ ସ୍ପର୍ଶ ଆଜି

ଭୁଲି ହୁଏ ନାହିଁ

ରହି ରହି ଅଥୟ କରେ ।


ନିଦାଘ ଝାଞ୍ଜିରେ ଶ୍ରାଵଣ ବର୍ଷାରେ

ହାଡ଼ଭଙ୍ଗା ଶୀତରେ

ଅନୁଭବ କରେ 

ସେଇ ସ୍ପର୍ଶ ।


ଦେହରେ ମନରେ

ଶିହରଣ ସୃଷ୍ଟି କରେ

ଶିରା ପ୍ରଶିରାରେ

ପ୍ରଥମ ପ୍ରେମର

ପ୍ରଥମ ସ୍ପର୍ଶ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance