Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subhasree rout

Tragedy

3  

subhasree rout

Tragedy

ଵିଚ୍ଛେଦ

ଵିଚ୍ଛେଦ

1 min
124


ଜହ୍ନକୁ ଚାହୁଁଛି

ଟିକେ ଚୁପି ଚୁପି

ନା ନା ମୋତ ଲାଗୁଛି

ଜହ୍ନ ମୋତେ ଚାହୁଁଛି ଛପି ଛପି ।


ଆଉ ମୋତେ ଇଂଗିତ କରୁଛି

ସାଥି ବିନା କେମିତି  ବସିଛୁ ଏଠି

ଭିଜୁଛୁ କେମିତି

ଆନମନା କରୁନି ଜୋଛନା ତତେ

ତୁ କି ଵିରହିଣୀ ରାଧା ସତେ ।

 

କେତେ ବାର ଭିଜିଛି

ମୋ ମନ ଆଉ ଦେହ

ପ୍ରେମର ଛିଟା ଛିଟା ରଙ୍ଗରେ

ଆଜି ବିଛେଦର ନିଆଁ

ଉଠାଏ ଏ ମନରେ ଧୂଆଁ ।


ଚାରିଆଡେ ମହକିତ ହେଉଥିଲା

ମହମହ ବାସ୍ନାରେ

ଯେବେଥିଲ ସାଥେ ତୁମେ

ଧୁ ରୁ ଖରାରେ।


ଶୀତର ଉଷ୍ଣତା

ଲାଗେ ଆଜି ନିଥର

କେହି ମୋତେ ଜଡାଇ ପାରେନା

ଦେଇ ତାର ସ୍ପର୍ଶଧାର

ତୁମ ଭାବନା ବିଛେଦର

ମୋ ଅଵିଛେଦ ଅଙ୍ଗ ।


Rate this content
Log in

Similar oriya poem from Tragedy