STORYMIRROR

subhasree rout

Inspirational

3  

subhasree rout

Inspirational

ଉତ୍ସାହ

ଉତ୍ସାହ

1 min
158


ଲେଲିହାନ ତୁମ ଆଖିର ଜ୍ୟୋତି

ଜାଳି ଦେଉ

ସବୁ ଭ୍ରଷ୍ଟାଚାର ଦୁର୍ନୀତି ।


ଶତସିହର ଜାନୁରଫାଶ

ଛିନ୍ନ କରିଦେଉ

ସବୁ ଅନ୍ୟାୟ ଅନୀତି ।


କମନୀୟ ତୁମ ରୂପର କାନ୍ତି

କବଳିତ କରୁ

ସବୁ ବୈର ଭାବକୁ ।


ଶୃଙ୍ଖଳତା ସହ ଉଦ୍ଦାମ ପଣ

ବାଟ କଢାଉ

ଐକ୍ୟ ରାସ୍ତାକୁ।


ସଂଗଠିତ ଶତ ଚେଷ୍ଟାକୁ

ସଲାମ କରେ ଏ ଦେଶ

ସଲାମ କରେ ଏ ଜାତି

ତୁମ ଯୁବ ଗୋଷ୍ଠୀକୁ। 


Rate this content
Log in

Similar oriya poem from Inspirational