STORYMIRROR

Annapurna Bhatta

Abstract

2  

Annapurna Bhatta

Abstract

ପ୍ରଥମ ପ୍ରେମର ମହୁ

ପ୍ରଥମ ପ୍ରେମର ମହୁ

1 min
120

ଫଗୁଣର ଋତୁ ଆସିଛି

ପ୍ରେମର ସୁବାସ ଛୁଟୁଛି।


ପହିଲି ପ୍ରେମର ଏ ଋତୁ

ମନ ଚୋରାଇ ମନ ମୋହୁଛି


ସ୍ମର ଆମ୍ରତୀର ମାରୁଛି

ତୀରେ ମନ ଅଧିର ହେଉଛି


ରସିକ ମନ ପ୍ରେମ ଖୋଜୁଛି

ପ୍ରଥମ ଦେଖାରେ ମନ ଲୁଟୁଛି


ଭ୍ରମର ପରି ମଧୁ ସାଇତି

ଫଗୁଣ ପ୍ରେମ ମହୁ ବିଛୁଂଚି


ପ୍ରଥମ ପ୍ରେମର ଏ ମହୁ

ସତେ ମିଠାମିଠା ଲାଗୁଛି


Rate this content
Log in

Similar oriya poem from Abstract