STORYMIRROR

Annapurna Bhatta

Abstract

2  

Annapurna Bhatta

Abstract

ପହିଲି ଫଗୁଣର ରଙ୍ଗ

ପହିଲି ଫଗୁଣର ରଙ୍ଗ

1 min
102

ପହିଲି ଫଗୁଣର ରଙ୍ଗ

ସେ ରଙ୍ଗ ଲାଗିଲା ଅଙ୍ଗେ ମୋର


ରଙ୍ଗ ଲିଭିଲା ଦାଗ ରଖିଲା

ସେ ରଙ୍ଗର ଦାଗ ନିଆରା


ଇନ୍ଦ୍ରଧନୁ ଠାରୁ ବି ଅଲଗା

ନିଆରା ରଙ୍ଗେ ମନ ପିଆଲା


ପିଆଲି ମନ ଖିଆଲି ଚିନ୍ତା

ସେ ଚିନ୍ତାରେ ମନ ଉଛୁଳା


ଆଖି ପଲକ ନପଡେ

ସେ ଚିନ୍ତାରେ ସ୍ବପ୍ନ ଝଲସେ


ରାତି ବିତେ ଦିନ ବିତେ

ଅମାନିଆ ମନ ନମାନେ


ଅଜଣା ସେ କାହାକୁ ଝୁରେ

ପହିଲି ଫଗୁ ରଙ୍ଗ ଛିଟାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract