ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
ଚାକିରି ର ପ୍ରଥମ ଦିନ ଥିଲା
ବାହାରିବା ବେଳେ ଲେଟ୍ ହୋଇଗଲା ତରତର ହୋଇ
ରାସ୍ତାରେ ଯିବା ସମୟରେ ହଠାତ୍ ଝିଅଟି ସହ ଧକ୍କା ହୋଇଗଲା
ଦେଖିଲା ବେଳେ ସ୍ବର୍ଗର ଅପସରି ଆସି ମୋ ସାମ୍ନାରେ ଠିଆ ହୋଇଛନ୍ତି ଭଲି ମନେ ମନେ ଭାରି ଖୁସି ହୋଇ ଯାଇଥିଲି କିନ୍ତୁ ପୁରା ବିପରିତ ଅଟେ ଏହି ଝିଅଟି
ତଥାପି କାହିଁକି ମନରେ ତାଙ୍କ ପ୍ରତି ଆଗ୍ରହ ବଢିଯାଉ ଥିଲା ? ଏହାର ଅର୍ଥ କ'ଣ ହୋଇ ପାରେ ମନେ ମନେ ଚିନ୍ତା କରିବାକୁ ଲାଗିଲି ଏହା କ' ଣ ପ୍ରେମ ଥିଲା ? ନା ସହାନୁଭୂତି ଥିଲା
ପ୍ରଥମ ଦେଖାରେ ଭଲପାଇ ଗଲି ତୁମକୁ
କିପରି କହିବି ଭାବିପାରୁନି ଏ କଥାକୁ
ଏହା ପ୍ରେମ କି ସହାନୁଭୂତି ଯାଣେନା ମୁଁ
ତମ ହ୍ଠଦୟରେ ଥରେ ରହିବାକୁ ଚାହେଁ ଏକା ମୁଁ
ଥରୁଟିଏ ପ୍ରିୟା କହିଦିଅ ମୋତେ ଭଲପାଏ ମୁଁ ତୁମକୁ
ବୁଝିପାରିବନି କେତେ ଖୁସି ହ୍ଠଦୟ ଖୋଲି କହିବି ମୁଁ
ତୁମକୁ ପାଇ ମୁଁ ପାଇଛି ସବୁକାଛି
ଅଧୁରା ସ୍ବପ୍ନ ପୂରା ତ ହୋଇଯାଇଛି
ନିଳ ନୟନା ଆଖିକୁ ଦେଖି ପ୍ରେମରେ ମୁଁ ପଡିଗଲି
ଶେଷରେ ସେହି ଝିଅକୁ ମୁଁ i love u କହିଦେଲି
ପ୍ରଥମ ପ୍ରେମକୁ କେବେ ବି ଭୂଲିବି ନାହିଁ
ସାତ ଜନ୍ମ ପାଇଁ ନିଜର କରିଥିଲି ମୁହିଁ
ଏହା ହିଁ ଥିଲା ମୋ ପ୍ରଥମ ପ୍ରେମ
ଜନ୍ମଜନ୍ମାନ୍ତର ଅତୁଟ ରହୁ ଆମରି ପ୍ରେମ

