STORYMIRROR

Susil Pani

Tragedy

3  

Susil Pani

Tragedy

ପ୍ରତାରଣା

ପ୍ରତାରଣା

1 min
212

   

ଭଲପାଇ ଯିଏ ପ୍ରତାରଣା ଦିଏ ।

          ସିଏ କି ମନୁଷ୍ୟରେ ଗଣା ।।

ଭଲପାଇବାଟା ଖେଳଘର ନୁହେଁ ।

       ଭୁଲିଯିବାଟା ଅଟେ ବାଟବଣା ।।

ସ୍ମେହ ଶ୍ରଦ୍ଧା ଭଲ ପାଇବାଟା ।

       ଅଟେ ମନୁଷ୍ୟର ଭଲ ଲକ୍ଷଣ ।।

କଳି କଳିବା କଥା ନହେବା ।

         ଅଟେ ମନୁଷ୍ୟର ବଦଗୁଣ ।।

ଏତବଡ ଦୁନିଆଁରେ କିଏବା କାହାର ।

  ସଭିଏଁ ସ୍ମେହ ଶ୍ରଦ୍ଧା ଭଲ ପାଇବା ମନ୍ତ୍ରରେ ବନ୍ଧା।।

ସସାଂରରେ ଭଲପାଈବା ନଥିଲେ ।

   ସଭିଏଁ ଦୁଖ ଯନ୍ତ୍ରଣା ଭୋଗନ୍ତେ ପରା ।।

ସ୍ମେହ ସ୍ରଧା ଭଲପାଈବାରେ ସସାଂର ଯେ ହସେ ।

     ପତାରଣାରେ ସମ୍ପର୍କ ଯାଏ ଭାଙ୍ଗି।।

ସଭିଏଁ ସମସ୍ତଙ୍କର ଭଲ ମନାସୁଥିଲେ ।

      ସମସ୍ତେ ରହନ୍ତେ ହୋଇ ଖୁସି ।।



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Tragedy