Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Inspirational

3  

rasmi maye pati

Inspirational

ପ୍ରପୋଜ ଡେ

ପ୍ରପୋଜ ଡେ

1 min
275



ଓଧ ସଙ୍ଗେ ପରା ବଣଭୂଆ ବାଇ

  ବିଦେଶୀ ସଙ୍ଗେ ଧାଇଁଲ

ଓଡ଼ିଆ ସଂସ୍କୃତି ମାନ ଭୁଲିଗଲ

  ପ୍ରେମ ଦିବସ ପାଳିଲ ।।।।

ପ୍ରପୋଜ ଅର୍ଥ କୁ ବିକୃତ କରିଲ

  ଧନ୍ୟ ତୁମ ମତି ଗତି

ବେଲଜ୍ୟା ପଣ ର ସୀମା ଟପି ଗଲ

  ପ୍ରେମ କଲ ବଣ୍ଟା ବଣ୍ଟି।।।।

ଭାରି ରୋମାଣ୍ଟିକ ଆଜି କାଲି ପିଲା

  ସବୁ ଡେ ତାଙ୍କ ଲୋଡା

ବେକ ରୁ ପଘା ଟା ହୁଗୁଳି ଯାଇଛି

 ଧରନ୍ତି ବାଟ ଅମଡ଼ା।।।

ଗୋଲାପ ଦବୁ ଲଭ ୟୁ କହିବୁ

 ଜଙ୍ଗଲେ କରିବା ଭୋଜି

ଅଧିକ ପ୍ରପୋଜ କରିବୁ ଯଦି

  ଜଙ୍ଗଲେ ହତ୍ୟା କରିବି।।।

ଏଇ ହେଲା ତାଙ୍କ ପ୍ରପୋଜ ଅର୍ଥ

 ଏଇ ହେଲା ତାଙ୍କ ପ୍ରେମ

ବାଲି ଘର ପରି ପ୍ରେମ ଉଡ଼ାଇଲେ

  ବୁଦ୍ଧି ତାଙ୍କ ହେଲା ଭ୍ରମ।।।

ଆଉ ଗୋଟେ day ,ଆଡ଼ କର ପିଲେ

 ତା ନାମ କିଲିଙ୍ଗ ଡେ

Love day, rose day hug day

  Followed by killing day


Rate this content
Log in

Similar oriya poem from Inspirational