Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAJANIKANT CHOUDHURY

Inspirational

3  

RAJANIKANT CHOUDHURY

Inspirational

ପରମ୍ପରା

ପରମ୍ପରା

1 min
120



ଆଜି ବଦଳିଲାରେ ଦୁନିଆ

  ସମସ୍ତଙ୍କୁ ଏକା କରି,

ଆଜି କହିଲାରେ କାଳିଆ

  ସମସ୍ତଙ୍କ ହାତଧରି,।।

ଆଜି ହଜିଲା ରେ କାନ୍ଦଣା

  ସମସ୍ତଙ୍କ ହୃଦୟରୁ,,

ଆଜି ଲିଭିଲାରେ ସଳିତା

  ସମସ୍ତଙ୍କ ଦୀପକରୁ,।।

ଆଜି ବାଜିଲାରେ ବାଜଣା

  ସମସ୍ତଙ୍କ ଦୁଆରରୁ,,

ଆଜି ସୁଭିଲାରେ ସଂଗୀତ

  ସମସ୍ତଙ୍କ ସୁକଣ୍ଠରୁ,।।

ଆଜି ଭୁଲିଲାରେ ସଂସ୍କୃତି

  ସମସ୍ତଙ୍କ ପରମ୍ପରା,,

ଆଜି ଦେଖିଲାରେ ମଣିଷ

  ସମସ୍ତଙ୍କ ଭାଇଚାରା,।।




Rate this content
Log in

Similar oriya poem from Inspirational