ଯୋଗ
ଯୋଗ
1 min
148
ଘରେ ଘରେ ଆସ ଭାଇ ଯୋଗ କରିବା
ଯୋଗ କରିବା ଆସ ନିରୋଗ ହେବା
ଯୋଗ ସବୁ ରୋଗ କୁ ଦୂର କରିବ
ଯୋଗ କରିଲେ ମନ ସ୍ଥିର ହୋଇବ
ପ୍ରାଣାୟାମ ଆସ ନୀତି ଆମେ କରିବା
ଅନୁଲୋମ୍ ,ବିଲୋମ୍ ,କପାଳ ଭାତି ପରି ଯୋଗ ଶିଖିବା
ପ୍ରତି ଦିନ ସୂର୍ଯ୍ୟ ନମସ୍କାର ଆସ କରିବା
ସୂର୍ଯ୍ୟ ଉଦୟ ଆଗକୁ ଶେଜ ଛାଡିବା
ପ୍ରାତଃ ଭ୍ରମଣ ଆସ ନୀତି ଆମେ କରିବା
ଶରୀର ସୁସ୍ଥ ପାଇଁ ନୀତି ଯୋଗ ଅଭ୍ୟାସ ଆସ କରିବା
ଯୋଗ କରିଲେ ନୀତି ରୋଗ ହେବ ନାହିଁ
ଯୋଗ କରିଲେ ମନରେ ବିଷାଦ ରହିବ କାହିଁ
ଯୋଗ କୁ ଆମେ ନୀତି ଆସ ସଭିଏଁ କରିବା
ଆଳସ୍ୟ ଛାଡିବା ଯୋଗ ରେ ଲୟ ଲଗାଇବା।