STORYMIRROR

Jagannath Das

Inspirational

3  

Jagannath Das

Inspirational

ପରମ ଗୁରୁ

ପରମ ଗୁରୁ

1 min
117


ପରମ ଗୁରୁ ମହାନ ତ୍ୟାଗୀ

ଦେଶ ଭକ୍ତ ଯୁଗାବତାର

ପୁରୁଷୋତ୍ତମ ଶ୍ରୀ ଅନୁକୁଳ 

କୋଟି ପ୍ରଣାମ ନମସ୍କାର...


ଜାଗରିତ କରି

ଭାରତ ଦେଶରେ

ଅଶିବ ନାଶିନୀ

ସର୍ବ ପ୍ରାଣରେ


ଦେଶ ମାତୃକାରେ

ଅମୃତ ନୀରେ ଭସାଇଲ

ଦୁଖ ହତାଶା ଏ ମାଟିର...


ସତ୍ୟ ଯୁଗର ପୁଣ୍ୟ ସ୍ମୃତି

ଆଣିଲ କଳିରେ ତୁମେ ତାପସ


ଭାରତ ଇଏ ରୁଷିର ଦେଶ

ପୁଣ୍ୟ ଅଛି ଏଠି ପାପ ର ଶେଷ


ମନ୍ଦିର ମସଜିଦେ ଗିର୍ଜାରେ ପୁଜି

ବ୍ରହ୍ମେ ସମ ଭକ୍ତିରେ

ତବ ନାମେ ଗଢା 

ପ୍ରେମ ନିକେତନେ

ଭରିଅଛି ତେଣୁ ଏ ସଂସାର।


Rate this content
Log in

Similar oriya poem from Inspirational