The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gunanidhi Samal

Tragedy

3  

Gunanidhi Samal

Tragedy

ପ୍ରିୟତମା ପାଇଁ ଦି'ପଦ

ପ୍ରିୟତମା ପାଇଁ ଦି'ପଦ

1 min
32


ତୁମଘରୁ ପ୍ରିୟା ସବାରି ଉଠିଲେ

କୋକେଇ ଉଠିବ ମୋର

ମୁଁ"ଯେବେ ଯିବି ମଶାଣି ଭୁଇଁଁକୁ

ତୁମେ ଯିବ ଶାଶୁଘର ।


ତୁମେ ଚାଲିଗଲେ ଏଗାଆଁ ଦାଣ୍ଡରେ

ଶୁଭୁୁୁଥିବ ସାହାନାଇ

ମୁଁ"ଚାଲିଗଲେ ରାମନାମ ସାଥେ

ବୋହିବ ଲୋତକ ନଈ ।


ତୁମ ଶାଶୁୁୁଘର ଖୁୁସିରେ ନାଚିବେ

ଦେଖିିିଦେଲେ ତୁମ ରୂପ

ଆମଘରୁ କିିନ୍ତୁ ବାହୁନା ଶୁଭିବ

ଉଠ ଆରେ ପୁତା ଉଠ ।


ଅଳପ ଦିନର ଗଳପ ଆମର

ଏଇଠି ହୋଇବ ଶେଷ

ଶୁଖି ଯାଇଥିବ ମୋ'ଆଖିର ଲୁହ

ଉଛୁଳିବ ତୁମ ହସ ।


Rate this content
Log in