Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Gunanidhi Samal

Tragedy


3  

Gunanidhi Samal

Tragedy


ପ୍ରିୟତମା ପାଇଁ ଦି'ପଦ

ପ୍ରିୟତମା ପାଇଁ ଦି'ପଦ

1 min 12 1 min 12

ତୁମଘରୁ ପ୍ରିୟା ସବାରି ଉଠିଲେ

କୋକେଇ ଉଠିବ ମୋର

ମୁଁ"ଯେବେ ଯିବି ମଶାଣି ଭୁଇଁଁକୁ

ତୁମେ ଯିବ ଶାଶୁଘର ।


ତୁମେ ଚାଲିଗଲେ ଏଗାଆଁ ଦାଣ୍ଡରେ

ଶୁଭୁୁୁଥିବ ସାହାନାଇ

ମୁଁ"ଚାଲିଗଲେ ରାମନାମ ସାଥେ

ବୋହିବ ଲୋତକ ନଈ ।


ତୁମ ଶାଶୁୁୁଘର ଖୁୁସିରେ ନାଚିବେ

ଦେଖିିିଦେଲେ ତୁମ ରୂପ

ଆମଘରୁ କିିନ୍ତୁ ବାହୁନା ଶୁଭିବ

ଉଠ ଆରେ ପୁତା ଉଠ ।


ଅଳପ ଦିନର ଗଳପ ଆମର

ଏଇଠି ହୋଇବ ଶେଷ

ଶୁଖି ଯାଇଥିବ ମୋ'ଆଖିର ଲୁହ

ଉଛୁଳିବ ତୁମ ହସ ।


Rate this content
Log in

More oriya poem from Gunanidhi Samal

Similar oriya poem from Tragedy