STORYMIRROR

Santosh Kumar Ojha

Romance Fantasy

2  

Santosh Kumar Ojha

Romance Fantasy

ପ୍ରିୟା-୧୧

ପ୍ରିୟା-୧୧

1 min
58


ଔପନ୍ୟାସିକ

ଲେଖକ, ଭାବୁକ

କଲମ ଛାଡ଼ିଲେ କବି ,

ରଂଗ ପାଉ ନାହିଁ

ତୂଳୀ ଚାଲୁ ନାହିଁ

ଶିଳ୍ପୀ କୂଳ ଗଲା ଡୁବି

ଔଷଧ ରାଗରେ

ତାଟିଆ କାମୁଡ଼େ

ଚାନ୍ଦ କୁ କହୁଛି ରବି ,

ବ୍ରହ୍ମାଣ୍ଡ ସୁନ୍ଦରୀ

ବ୍ରହ୍ମାଣ୍ଡ ବୁଲୁଛି

ତୁମ କଥା ଭାବି ଭାବି

ତମେ କୋଣାର୍କର ପ୍ରତିଛବି ,

'ସମ୍ବସ୍ତର' ରଥ ନାହିଁ ମୋର ପାଶେ

କୁହ, କେମିତି ତୁମକୁ ନେବି ?

ପ୍ରିୟା ।


Rate this content
Log in

Similar oriya poem from Romance