STORYMIRROR

Liza Senapati

Action

3  

Liza Senapati

Action

ପ୍ରେମର ଦରବାର

ପ୍ରେମର ଦରବାର

1 min
205

ଏଇ ଦେଖ ଦୂର ଦିଗବଳୟକୁ,

କେହି ଜଣେ ଆସୁଚି,

ଓଦା ଓଦା ଆଖି ତାର।

ରକ୍ତ ଭିଜା ତା ନରମ କମଳ,

ବୋଧେ ଅତିକ୍ରମ କରିଆସିଛି,

କେତେ କଣ୍ଟକିତ ପଥ ,

ତୁମ ପାଶେ ନ୍ୟାୟ ପାଇଁ। 

ଅଭିମାନ କରିଚି ପ୍ରେମିକା 

ତା ପ୍ରେମିକ ଉପରେ ପ୍ରେମ ପାଇଁ

 ଏଇ ସବୁଜିମା ପୃଥିବୀ

ନୀଳ ଆକାଶ କିଏ ବା ନଜାଣେ

ତୁମେ ଖୋଲିଚ ନ୍ୟାୟର ଦରବାର

ତୁମ ନୀରବତା କ'ଣ,

ତୁମ ବଡ଼ପଣ ଉପରେ,

କଳକଂ ଛିଟା ଲଗେଇବନି।

ସମସ୍ତଙ୍କ ପରି ତାକୁ ଜବାବ ଦରକାର

ତମେ ପାଷାଣ ଏକଥା ତାକୁ ଅଛପା

ଅନିଶ୍ଚିତ ଆଶା ନେଇ

ଅନ୍ତନିର୍ହିତ ଶକ୍ତି ଉପରେ ବିଶ୍ୱାସ ରଖି,

ମାଗିବାକୁ ପ୍ରେମକୁ ତାର। 

ସଜାଡ଼ିବାକୁ ତା ଅସଜଡା ପ୍ରେମକୁ,

ତୁମ ଦରବାରରେ ନିରାଶ କରନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Action