STORYMIRROR

Sudama Lenka

Romance

2  

Sudama Lenka

Romance

ପ୍ରେମର ଭାବନା

ପ୍ରେମର ଭାବନା

1 min
13.8K


ଭାବନ ଟା ଯଦି ସତ ହୁଏ ପ୍ରିୟା,

        ଭାବନାରେ ମଜି ରୁହ ll

ସେହି ଭାବନାର କିଛି ସ୍ମୃତି ଟିକୁ,

       ପ୍ରେମିକ କୁ ବାଣ୍ଟି ଦିଅ ll

କେଉଁ ଦୁନିଆଁର ଅନ୍ଧାର ଭିତରେ,

       ଲୁଚି ଅଛ ପ୍ରିୟା ତମେ ll

 ମୁଁହି ବସିଅଛି ବିରହ ଚିନ୍ତାରେ ,

       ତୁମେ ପଡ ଆଜି ମନେ ll

ଜହ୍ନ ୠସୁଅଛି ତୁମ ବିନା ପ୍ରିୟା,

       ଦେଉନି ତାର ଜୋଛନା ll

ପ୍ରେମିକ ବସିଛି ଲୁହ ଭିଜା ଓଠେ,

      ଖୋଜେ ପ୍ରେମର ମୂର୍ଚ୍ଛନା ll

କରନାହିଁ ପ୍ରିୟା ଆଉ ଜମା ହେଳା,

        କହିଦିଅ ମୁହଁ ଖୋଲି ll

ପ୍ରେମିକ,ପ୍ରେମିକା ଦୁହେଁ ମିଶିଗଲେ,

      ହୋଇ ଯାଏ ଚୋରା ବାଲି ll

       

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance