STORYMIRROR

kamal kumar dash

Romance Others

2  

kamal kumar dash

Romance Others

ପ୍ରେମିକl ଟିଏ ମୁଁ

ପ୍ରେମିକl ଟିଏ ମୁଁ

1 min
114

ତୁମରି ପ୍ରୀତିରେ    ପ୍ରେମିକl ଟିଏ ମୁଁ 

     ସ୍ୱପ୍ନର ନାୟିକା ଟିଏ 

ତୁମ କବିତାରେ    ପଦ ଟିଏ ହୋଇ 

     ରହିବାକୁ ଭଲ ପାଏ (୧)

ତୁମ ଡାଇରୀର    ଶୁଖିଲା ଫୁଲ ମୁଁ 

     ସ୍ମତି ଭିଜl ଫଟ ଟିଏ 

ପ୍ରଥମ ପ୍ରେମର    ପୁଲକ ରେ ଭରା 

     ଗୋଲାପୀ ଲଫାପା ଟିଏ (୨)

ବୁଝି କି ପାରିଲ   ପ୍ରିୟ ସାଥି ମୋର 

     କହିଲ ମୁଁ ତୁମର କିଏ ? 

ମୁଁ ପରା ତୁମର    ଅତି ଆପଣାର 

      ପ୍ରୀତିର କବିତା ଟିଏ (୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance