STORYMIRROR

Chittaranjan Lenka

Inspirational

2  

Chittaranjan Lenka

Inspirational

ପ୍ରେମିକ ମଣି

ପ୍ରେମିକ ମଣି

1 min
13K


ପ୍ରେମ ଅର୍ଥ କିଛି     ବୁଝ କି ନ ବୁଝ

କହୁଛ ଆମେ ମାଷ୍ଟର୍

କହିବା ପୂର୍ବରୁ        ଶକତ ପ୍ରେମିକ

କାହ୍ନୁ କଥା ଚିନ୍ତା କର


କି କଲା ସେ ପ୍ରେମ   ଏକାଥରେ ଷୋଳ

ସହସ୍ର ହୋଇଲେ ଟାଣି

ଯଦି ଶକ୍ତି ଅଛି       ସେହି ପ୍ରେମ କର

ହୋଇବ ପ୍ରେମିକ ମଣି


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational