STORYMIRROR

pawan Mohakul

Tragedy

3  

pawan Mohakul

Tragedy

ପ୍ରେମ ମୋ ପାଇଁ କି ପାପ

ପ୍ରେମ ମୋ ପାଇଁ କି ପାପ

1 min
350

କାହିଁକି ଲେଖିବି ତୋ ପାଇଁ ସାଥିଲୋ

କବିତା ଆଉ ମୁଁ ଗପ,

ଲେଖିବା ଆଗରୁ ଭାବନା କହୁଛି,

ପ୍ରେମ ମୋ ପାଇଁ କି ପାପ,

ଚାହିଁ ବିନି ଆଉ ମୁହଁକୁ ତୋରଲୋ

ଲାଗି ଯାଉ କାଳି ଛାପ ,

ଦୁନିଆ ଆଗରେ ପାଦ ଝୁଣ୍ଟି ଗଲେ ପ୍ରେମ ମୋପାଇଁ କି ପାପ,

ଯିବିନି ମନ୍ଦିର ଲାଗୁଛି ଲୋ ଡର,

ଜାଳିବିନି ଲକ୍ଷେ ଦୀପ ,

ଲୋକ ଦେଖି ଦେଲେ ଲାଜ ଗାଏ ଗୀତ,

ପ୍ରେମ ମୋପାଇଁ କି ପାପ ।



Rate this content
Log in

Similar oriya poem from Tragedy