STORYMIRROR

Amitav Sahu

Romance

2  

Amitav Sahu

Romance

ପ୍ରେମ ୧

ପ୍ରେମ ୧

1 min
158

ତମେ କହିଲ-

ନିବିଡତା ହିଁ ପ୍ରେମ

ନୀରବତା ହିଁ ପ୍ରେମ

ଗଭୀରତା ହିଁ ପ୍ରେମ


ସେବଠୁ

ନିବିଡତା ହିଁ ସାଧନା

ନୀରବତା ହିଁ ବ୍ରତ

ଗଭୀରତା ହିଁ ନିଜକୁ ମାପିବା


ଦେଖ

ମୁଁ ପ୍ରେମ ନୁହଁ

ମୋକ୍ଷ ପାଇଗଲି

ମୁକ୍ତି ପାଇଗଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance