STORYMIRROR

Bulu Polai

Classics

2  

Bulu Polai

Classics

ପ୍ରବାସୀ ପ୍ରେମିକ

ପ୍ରବାସୀ ପ୍ରେମିକ

1 min
236

ତୁମ ସ୍ମୃତି ଘରେ

ମୁଁ ଅଛି ତ

ମନର ମଣିଷଟା

ମୃତ୍ୟୁ ନା ଜୀବନ୍ତ

ବିରହ ଜ୍ୱାଳାରେ

କରୁନିତ ଅର୍ଦ୍ଧଦଗ୍ଧ

ପଶି ନାହିଁ ତ କେହି

ନୁଆଁ ସପନ ବଣିକ

ଭୁଲି ଯାଇନ ତ

ମୁଁ ତୁମ ବିରହୀ ପ୍ରେମିକ

ତୁମ ବିନା.... ମୁଁ ଏକାନ୍ତ

ଭାବନାରେ ଏ ପ୍ରଶ୍ନ

ସବୁ ହୁଅଇ ଉଙ୍କିତ

ମୁଁ ଏବେ ପ୍ରବାସୀ

ତୁମ ସହ ଦେଖା ହେଲେ

ସବୁ ହେବ ସ୍ପଷ୍ଟ


Rate this content
Log in

Similar oriya poem from Classics