STORYMIRROR

Bulu Polai

Abstract

2  

Bulu Polai

Abstract

ପୀରତି ରସିଆ

ପୀରତି ରସିଆ

1 min
413

ପୀରତି ରସିଆ

ମୋ ମନ ବସିଆ

ମୋ ହୃଦୟ ଧପ ଧପ,

ତୁମରି ବିହୁନେ

ମୋହରି ଜୀବନ

ହୋଇ ଯାଇ ପାରେ ଶେଷ


ମୁଁ ଫୁଲ ସୁନ୍ଦରୀ

ଅଟଇ କୁଆଁରୀ

ପ୍ରୀତି ମୋର ଫୁଲ ମହୁ,

ତୁମେ ମୋ ଭଅଁର

ଜନ୍ମ ଜନ୍ମାନ୍ତର

ଏ ସମ୍ପର୍କ ଚିର ଥାଉ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract