STORYMIRROR

Sukanti Hotta

Inspirational

3  

Sukanti Hotta

Inspirational

ପଲ୍ଲବିନୀ

ପଲ୍ଲବିନୀ

1 min
310

ହେ ପଲ୍ଲବିନୀ ତୁମେ ସ୍ରୋତସ୍ୱିନୀ

ହାରିନ ଜୀବନେ ତୁମେ

ତୁମ ଚେଷ୍ଟା ଆଉ ପ୍ରୟାସ ଯୋଗୁଁ

ଆଗେଇ ଅଛୁ ଆମେ l


ସାହିତ୍ୟର ତୁମେ ଅଟ ଚିରାଗ

ଆମ ପାଇଁ ହେଲ ଦର୍ପଣ

ତୁମ ତ୍ୟାଗ ଆଉ ବଳିଦାନ ପାଇଁ

ଷ୍ଟୋରୀମୀରର ହେଲା ମହାନ l


ଗୋଟେ ଦର୍ପଣରେ ସାରା ପରିବାର

ପ୍ରେମେ ବାନ୍ଧି ହୋଇଯାଉ

ବିଘ୍ନ ବିନାୟକ ଆନନ୍ଦ ଦାୟକ

ସୁଖ ସମୃଦ୍ଧି ଭରିଦେଉ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational