STORYMIRROR

Milly Pradhan

Tragedy Others

3  

Milly Pradhan

Tragedy Others

ଫୁଲ

ଫୁଲ

1 min
11.7K

ଛୋଟିଆ ଫୁଲଟିଏ ମୁହିଁ

ମୋ ରୂପରଙ୍ଗ ସଭିଙ୍କ ମନ ହରସଇ

ମୋତେ କିଏ ଗଭାରେ ନିଏ ସଜେଇ

ତ' କିଏ ନେଇ ଫୁଲଦାନୀରେ ଦିଏ ସଜେଇ

ନିରୀହ ଫୁଲଟେ ମୁହିଁ ll


ଛୋଟିଆ ଫୁଲଟିଏ ମୁହିଁ

ମୁଁ କିଛି ଦୋଷ କରିନାହିଁ

ତଥାପି କେହି ମୋତେ ବୁଝନ୍ତି ନାହିଁ

ଭଅଁର ଆସେ ଖାଲି ମହୁ ସଂଗ୍ରହ ପାଇଁ

ନିରୀହ ଫୁଲଟେ ମୁହିଁ ll


ଛୋଟିଆ ଫୁଲଟିଏ ମୁହିଁ

ଟିକିଏ ଖୁସି ସେବେ ମିଳଇ

ଯେବେ ମୁଁ ପ୍ରଭୁଙ୍କ ମଥାରେ ଚଢଇ

ତାଙ୍କୁ ମନକଥା ପ୍ରକାଶ କରଇ

ନିରୀହ ଫୁଲଟେ ମୁହିଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy