STORYMIRROR

Milly Pradhan

Inspirational Others

3  

Milly Pradhan

Inspirational Others

କୋରନା

କୋରନା

1 min
12K

କୋରନା କୋରନା କୋରନା, 

ତୁମେ ଭାରତ ଛାଡ଼ି କାହିଁ ଯାଉନା? 

କେବଳ ଭାରତ କାହିଁକି, 

ତୁମେ ଏହି ବିଶ୍ୱ ଛାଡ଼ି ଯାଅନା ll


ତୁମେ ଆସିଛ ଯଦି ସାଜି ଅତିଥି, 

ଚାଲି ଯାଅନା ଆଉ ନ ବ୍ୟାପି, 

ଦୁନିଆ ଆତଙ୍କିତ ଆଜି ତୁମରି ଭୟେ, 

କି' ପାଇଲ ଖୁସି ଦୁନିଆକୁ କନ୍ଦେଇ?


ଆଉ ଖୁସି ହୁଅନାହିଁ କୋରନା, 

ଅତିଶୀଘ୍ର ତୁମେ ହଜାଇ ଠିକଣା 

ନିଶ୍ଚିତ ରୂପରେ ହୋଇବ ବାଟବଣା, 

ତୁମେ ଯିବ ଛାଡ଼ି ଏବେ ଦୁନିଆ, 

ଆଉ ଚଳିବନି ତୁମ ବାହାନା ll


ଏଇ ବିଶ୍ୱବାସୀ ଆମେ ପ୍ରଣ ନେଇଛୁ 

ଜିତିବା ପାଇଁ ଚେଷ୍ଟା ଚଲେଇଛୁ, 

ଅତିଶୀଘ୍ର ତୁମକୁ ଦେବୁ ହରେଇ, 

ଦୁନିଆ ଓଠରେ ପୁଣି ଦେବୁ ହସ ଫୁଟେଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational