STORYMIRROR

Shailaja Priyadarshini

Tragedy Inspirational

3  

Shailaja Priyadarshini

Tragedy Inspirational

ଫୁଲ ବଜାରରେ ପ୍ରଜାପତି

ଫୁଲ ବଜାରରେ ପ୍ରଜାପତି

1 min
208

ପ୍ରଜାପତି ଏକ ଉଡନ୍ତା କୀଟ

ଉଡ଼ି ଉଡ଼ି ଯାଏ ସମଗ୍ର ସ୍ଥାନ

ଚାରୋଟି ଅକ୍ଷରେ ନାମ ତାହାର

ଦେଖିବାକୁ ସିଏ ଭାରି ସୁନ୍ଦର

ଉଡି ଉଡି ସିଏ ଫୁଲରେ ବସେ

ଆନନ୍ଦ ମନରେ ମୁରୁକି ହସେ

ଦେହସାରା ଛିଟ ରଙ୍ଗରଙ୍ଗିଆ

ଦିଶେ ମନଲୋଭା ଭାରି ବଢିଆ

ଫୁଲର ବଜାରେ ସେ ଘୁରି ବୁଲୁଥାଏ

ଏ ଫୁଲରୁ ସେ ଫୁଲକୁ

ଫୁଲରେ ବସି ସେ ଖୁବ୍ ଖୁସି ହୁଏ

ଖୁସି ମନରେ ସେ ମୁରୁକି ହସେ

ସୌନ୍ଦର୍ଯ୍ୟର ପିପାସୁ ସିଏ

ସୁନ୍ଦରତାର ଅଧିକାରୀ ବି ସିଏ



Rate this content
Log in

Similar oriya poem from Tragedy