STORYMIRROR

Shailaja Priyadarshini

Romance

2  

Shailaja Priyadarshini

Romance

ପ୍ରେମ ସାୟରୀ

ପ୍ରେମ ସାୟରୀ

1 min
90

ପ୍ରଥମ ପ୍ରେମର ପ୍ରଥମ ଦେଖା

ଥିଲା ଆମ ପାଇଁ ସବୁଠୁ ନିଆରା


ପ୍ରଥମ ଦେଖାରୁ କରିଲ ନିଜର

ଆଖିରେ ମିଶାଇ ଆଖି 


ସେହିଦିନ ଠାରୁ ସଂପର୍କ ଆମର

ଯୋଡ଼ି ହେଇଗଲା ସାରା ଜୀବନ 



Rate this content
Log in

Similar oriya poem from Romance