STORYMIRROR

Anupama Sahu

Comedy

3  

Anupama Sahu

Comedy

ଫଟା ରସିକ

ଫଟା ରସିକ

1 min
156


ମୁଣ୍ଡରେ ଲଗାଇ ନାଲିଆ କଲର୍ 

   ଆଖିରେ ନେଳିଆ ଲେନ୍ସ 

ଝିଅଙ୍କୁ ଦେଖିଲେ  ଲାଇନ ମାରଇ 

  ଭୁଲି ଯାଇ ତାର ସେନ୍ସ।


ସ୍ମାର୍ଟ ଫୋନ୍ ଖଣ୍ଡେ  ହାତରେ ଧରିଲେ 

   ଉଠାପକା ଯଉବନ 

ଚାଟିଙ୍ଗ୍ କଲିଙ୍ଗ୍ ଦେଖିଲେ ଲାଗୁଛି 

   ରସ ଜୁଡୁବୁଡୁ ମନ।


କାହାକୁ ଲେଖେ ସେ ହାଏ ମୋ ଡାରଲିଂ 

   କାହାକୁ ଦିଏ ସେ ଚୁମା 

ଚକୋଲେଟ୍ ବଏ  ନିଜକୁ ଭାବେ ସେ 

  ଫଟା ରସିକିଆ ଦାମା।


              

             

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy