STORYMIRROR

Dr.Prativa manna

Romance

2  

Dr.Prativa manna

Romance

ଫିକା ଫିକା

ଫିକା ଫିକା

1 min
114

ଫିକା ଫିକା ଲାଗେ

ଜୋତ୍ସ୍ନା ରାତି

ମୋ ଅଧରେ

ହସ ନାହିଁ ଆଜି

ପ୍ରିୟା ମୋ

ଯାଇଛି ଋଷି


ଫେରିବକି ଜଣା ନାହିଁ

ତ ଥାପି ତା ଅପେକ୍ଷାରେ

ବସିଛି ବାଟ ଚାହିଁ

ହସିବାକୁ ଇଛା କରି

ପାରେନା ହସି

ଭୁଲିବାକୁ ଇଛାକରି

ପାରେନା ଭୁଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Romance